-
ଲକ୍ଷ୍ନୌରୁ ଭାୟା ରାଏବରେଲି ପ୍ରୟାଗରାଜ ଯାଏ ଚାଲିବ ଟ୍ରେନ
ରାଏବରେଲି, ଖୁବ୍ ଶୀଘ୍ର ରାଏବରେଲିକୁ ମିଳିବ ବନ୍ଦେ ଭାରତ ଟ୍ରେନ ଭେଟି । ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ପରୀକ୍ଷଣ ଶେଷ ହୋଇଛି । ଖୁବ୍ ଶୀଘ୍ର ଏହି ଲାଇନରେ ବନ୍ଦେ ଭାରତ ଟ୍ରେନ ଚାଲିବ ।
ଏଠାରେ ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋରଖପୁରରୁ ଲକ୍ଷ୍ନୌ ପାଇଁ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କରିଥିଲେ । ଏବେ ଏହାର ବିସ୍ତାର କରାଯାଇ ପ୍ରୟାଗରାଜ ପର୍ଯ୍ୟନ୍ତ ଚଲାଯିବ । ଲକ୍ଷ୍ନୌରୁ ପ୍ରୟାଗରାଜ ମଧ୍ୟରେ ଏହି ଟ୍ରେନ ରାଏବରେଲି ଓ ଫାଫାମଓ ରାସ୍ତାରେ ଚାଲିବ ଟ୍ରେନ ।