ନୂଆଦିଲ୍ଲୀ, ରାଜ୍ୟସଭାରେ ସଭାପତି ଜଗଦୀପ ଧନଖଡ ଆପ୍ ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲଙ୍କ ଅନୁରୋଧକୁ ଅସ୍ୱୀକାର କରିଛନ୍ତି । ଅନୁରୋଧରେ ରାଘବ ଚଡ୍ଡାଙ୍କୁ ସଂସଦର ଉଚ୍ଚ ସଦନରେ ଦଳର ଅନ୍ତରିଣ ନେତା ଭାବେ ନିଯୁକ୍ତ କରିବାକୁ କୁହାଯାଇଥିଲା ।ତେଣୁ ସଞ୍ଜୟ ସିଂହ ଏବେ ରାଜ୍ୟସଭାରେ ଆମ୍ ଆଦମୀ ପାର୍ଟିର ନେତା ରହିବେ । ଡିସେମ୍ବର 14ରେ କେଜରିୱାଲ ରାଘବଙ୍କ ନାମ ପଠାଇଥିଲେ । ସଞ୍ଜୟ ସିଂ ଏବେ ନ୍ୟାୟିକ ହେପାଜତରେ ଅଛନ୍ତି । ତେଣୁ ସଂସଦର ଅଧିବେଶନରେ ଭାଗ ନେବାକୁ ଅସମର୍ଥ ।
Related Stories
December 30, 2024