ନୂଆଦିଲ୍ଲୀ, ପ୍ରାୟ 18ମାସ ପରେ କୋଲକାତାରେ ସିବିଆଇର ଦୁଇଟି ଅଦାଳତକୁ ସ୍ଥାୟୀ ବିଚାରପତି ମିଳିଛନ୍ତି । ଏବେ ଯାଏ ଦୁଇଟି ଯାକ କୋର୍ଟରେ କାର୍ଯ୍ୟକାରୀ ବିଚାରପତିରେ କାମ ଚାଲିଥିଲା ।
କୋଲକାତାରେ ସିବିଆଇ (ଧନ ଶୋଧନ ନିବାରଣ ଅଧିନିୟମ) କୋର୍ଟ ଓ ବିଶେଷ ସିବିଆଇ କୋର୍ଟ-2ରେ ଏବେ ଯାଏ କାର୍ଯ୍ୟକାରୀ ବିଚାରପତି କାମ କରୁଥିଲେ ।