ଓଡିଶା ଦିଗପହଣ୍ଡି କୋର୍ଟ କର୍ମଚାରୀ ମାନଙ୍କ ତରଫରୁ ବିଚାରପତିଙ୍କୁ ସମ୍ବର୍ଦ୍ଧନା desk January 3, 2020 ଦିଗପହଣ୍ଡି: ଦିଗପହଣ୍ଡି କୋର୍ଟ କର୍ମଚାରୀ ମାନଙ୍କ ତରଫରୁ ମାନ୍ୟ ବର ବିଚାରପତି ଶ୍ରୀ ସଞ୍ଜୟ କୁମାର ଶୁଭ ବ୍ରତ ଆଚାର୍ଯ୍ୟ ଙ୍କୁ ପୁଷ୍ପ ଗୁଛ ପ୍ରଦାନ କରି ନୂତନ ବର୍ଷ ର ଶୁଭେଚ୍ଛା ଜ୍ଞାପନ କରିଥିଲେ। ଏହି ପରିପ୍ରେକ୍ଷୀରେ ମାନ୍ୟ ବର ବିଚାର ପତି ସମସ୍ତ କର୍ମଚାରୀ ଙ୍କ ସ୍ୱାସ୍ଥ୍ୟ ସୁଖ ,ଶାନ୍ତି ସମୃଦ୍ଧି ଇତ୍ୟାଦି ଶ୍ରୀ ଜଗନ୍ନାଥଙ୍କ କରୁଣା କୃପାରୁ ପ୍ରାପ୍ତ ହେଉ ବୋଲି କାମନା କରିବା ସହ ଏହି ବର୍ଷ ଟି ସୁଚାରୁ ରୁପେ ଅତିବାହିତ ହେଉ ବୋଲି ଶୁଭ କାମନା ଜଣାଇ ଥିଲେ । ରିପୋର୍ଟ: ପ୍ରଫୁଲ୍ଲ ସାବତ। Tags: News of ganjam Continue Reading Previous: ବିଭିନ୍ନ ସ୍ଥାନକୁ ପୂର୍ବତଟ ରେଳପଥ ପକ୍ଷରୁ ଶୀତକାଳୀନ ସ୍ୱତନ୍ତ୍ର ଟ୍ରେନ I Next: ଚିକିତ୍ସା ଅବହେଳାରୁ ପୂର୍ବତନ ବିଧାୟକ ଦୈତାରୀ ବେହେରାଙ୍କ ମୃତ୍ୟୁ ଅଭିଯୋଗ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ଉଦଘାଟିତ ଓଡିଶା ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ଉଦଘାଟିତ November 6, 2025 କଟକ ରୂପା ତାରକସି ପାଭିଲିଅନ୍ ଉଦଘାଟିତ ଓଡିଶା କଟକ ରୂପା ତାରକସି ପାଭିଲିଅନ୍ ଉଦଘାଟିତ November 6, 2025 ବାଲିଯାତ୍ରାରେ ବୟନିକା ଦ୍ୱାରା ଆୟୋଜିତ ସ୍ୱତନ୍ତ୍ର ହସ୍ତତନ୍ତ ମେଳା ଉଦଘାଟିତ ଓଡିଶା ବାଲିଯାତ୍ରାରେ ବୟନିକା ଦ୍ୱାରା ଆୟୋଜିତ ସ୍ୱତନ୍ତ୍ର ହସ୍ତତନ୍ତ ମେଳା ଉଦଘାଟିତ November 6, 2025