ପୁରୀ/ଭୁବନେଶ୍ୱର– ବ୍ରହ୍ମଗିରି ବେଳାଭୂମିରେ ଅଲିଭରିଡଲେ ମଡକ । ବାଲିହରଚଣ୍ଡି ବେଳାଭୂମିରେ ମଲା କଇଁଛ ଲାଗିବାର ଦେଖିବାକୁ ମିଳିଛି । କଇଁଛଙ୍କ ପ୍ରଜନନ ଋତୁ ଲାଗି ନଭେମ୍ବରରୁ ମେ ମାସ ପର୍ଯ୍ୟନ୍ତ ସମୁଦ୍ରର କୂଳରେ ମାଛ ମାରିବା ଉପରେ ରୋକ୍ଲାଗିଛି । କିନ୍ତୁ ନିୟମକୁ ମାନୁ ନାହାନ୍ତି ମତ୍ସ୍ୟଜୀବୀ । ପ୍ରଶାସନ ଠିକ୍ ଭାବେ ପାଟ୍ରୋଲିଂ କରୁନାହାନ୍ତି । ବ୍ରହ୍ମଗିରି ରେଞ୍ଜର ବାଲିହରଚଣ୍ଡି ବେଳାଭୂମିରେ ଏକାଧିକ ମୃତ ଅଲିଭରିଡଲେ ପଡିଥିବା ଦେଖି ଅସନ୍ତୋଷ ପ୍ରକାଶ କରିଛନ୍ତି ପରିବେଶବିତ୍ ।
Related Stories
November 23, 2024