ଢେଙ୍କାନାଳ/ଭୁବନେଶ୍ୱର, ସେୟାର ଟ୍ରେଡିଂ ନାଁରେ ବୃଦ୍ଧାଙ୍କୁ ୭୦ ଲକ୍ଷ ଟଙ୍କା ଚୂନ ଲଗାଇଛି ସାଇବର ଠକ । ଢେଙ୍କାନାଳ ଟାଉନ ଥାନା ଅଂଚଳର ଜଣେ ବୃଦ୍ଧାଙ୍କୁ ଅଧିକ ସୁଧ ମିଳିବା ଲୋଭ ଦେଖାଇ ୭୦ ଲକ୍ଷ ଲୁଟ୍ କରିଥିବା ଅଭିଯୋଗ ହୋଇଛି । ବ୍ଲାକ ମେଲ ଓ ହତ୍ୟା ଧମକ ଦେଇ ପର୍ଯ୍ୟାୟକ୍ରମେ ଟଙ୍କା ଠକିନେଇଥିବା ଥାନାରେ ଅଭିଯୋଗ ହୋଇଛି ।
Related Stories
January 9, 2025