ନୂଆଦିଲ୍ଲୀ, ସଂସଦ ସୁରକ୍ଷାରେ ତ୍ରୁଟି ଓ ସାଂସଦଙ୍କୁ ନିଲମ୍ବନକୁ ନେଇ ବିରୋଧୀ ଳଗର ସାଂସଦମାନେ ଗୁରୁବାର ବିକ୍ଷୋଭ ଶୋଭାଯାତ୍ରା କରିଛନ୍ତି । ଆଜି ସକାଳେ ଆଇଏନଡିଆଇଏର ମେଣ୍ଟ ଦଳଗୁଡିକର ସାଂସଦମାନେ ସଂସଦ ଭବନ ପରିସରରୁ ବିଜୟ ଚୌକ ଯାଏ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଉଭୟ ଗୃହରେ ଗୃହମନ୍ତ୍ରୀ ଅମିତ ଶଶହଙ୍କ ସମ୍ବୋଧନ ସହ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର ପାଇଁ ସେମାନେ ଦାବି କରିଛନ୍ତି ।
Related Stories
November 27, 2024