
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ, ବରିଷ୍ଠ ସାମ୍ବାଦିକ ବିମଳ ପ୍ରସାଦ ଦାସ ଙ୍କ ବିୟୋଗରେ ଜିଲ୍ଲାପାଳ ସମର୍ଥ ବର୍ମା ଗଭୀର ଦୁଃଖ ପ୍ରକାଶ କରିଛନ୍ତି।ସ୍ୱର୍ଗତ ଦାସଙ୍କ ବିୟୋଗ ଅତ୍ୟନ୍ତ ଦୁଃଖ ଦାୟକ ବୋଲି ଶ୍ରୀ ବର୍ମା କହିବା ସହ ତାଙ୍କ ଆତ୍ମା ର ସଦଗତି କାମନା କରି ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଅର୍ପଣ କରିଛନ୍ତି।ଏହି ଅବସରରେ ସ୍ୱର୍ଗଦ୍ଵାରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।