ଭୁବନେଶ୍ୱର– ମନ୍ଦିରର ହୁଣ୍ଡି ଭାଙ୍ଗି ଦାନ ବାକ୍ସ ଲୁଟ୍ । ଭଦ୍ରକ ସହରର ସନ୍ଥିଆ ଠାରେ ଥିବା ମଦନମୋହନ ମନ୍ଦିର ଓ ଗୋବିନ୍ଦଜୀଉ ମନ୍ଦିରର ଦୁଇଟି ହୁଣ୍ଡି ଭାଙ୍ଗି ଦାନ ବାକ୍ସ ଲୁଟି ନେଇଛନ୍ତି ଦୁର୍ବୁତ୍ତ । ଗତକାଲି ବିଳମ୍ବିତ ରାତ୍ରିରେ ଏହି ଲୁଟ୍ ହୋଇଛି । ମନ୍ଦିର ଗେଟ ତାଲା ଭାଙ୍ଗିବା ପରେ ହୁଣ୍ଡି ବାକ୍ସ ଭାଙ୍ଗି ଟଙ୍କା ଲୁଟ କରିବା ପରେ ଏହି ହୁଣ୍ଡି ବାକ୍ସକୁ ବିଲରେ ପକାଇ ଫେରାର ହୋଇଛନ୍ତି ଦୁର୍ବୃତ୍ତ । ପୋଲିସ ଘଟଣାର ତଦନ୍ତ କରୁଛି ।
Related Stories
December 21, 2024