ଭୁବନେଶ୍ୱର– ଅବକାରୀ କମିଶନର ତଥା ବରିଷ୍ଠ ଆଇପିଏସ ଅଧିକାରୀ ନରସିଂହ ଭୋଳଙ୍କ ନାମରେ ଫେକ୍ ଫେସ୍ ବୁକ୍ ଆଇଡି । ଫେକ ଫେସବୁକ୍ ଆଇଡି ଜରିଆରେ 1 ଲକ୍ଷ 35 ହାଜର ଟଙ୍କା ଲୁଟି ସାରିଲେଣି ସାଇବର ଲୁଟେରା । ନରସିଂହଙ୍କ ଫେସବୁକ୍ ସାଙ୍ଗଙ୍କ ଠାରୁ ସାଇବର ଲୁଟେରା ଟଙ୍କା ଲୁଟିଥିବା ଜଣାପଡିଛି ଏନେଇ ଫେସବୁକରେ ଅବଗତ କରାଇଛନ୍ତି ନିଜେ ନରସିଂହ ।
Related Stories
November 23, 2024