ମୁମ୍ବାଇ- ମହାରାଷ୍ଟ୍ର ଆତଙ୍କବାଦୀ ନିରୋଧି (ଏଟିଏସ) ଟିମ୍ ପୁଣେ ଜିଲ୍ଲାର ନାରାୟଣଗାଁଓରେ ଅଚାନକ ଚଢ଼ଉ କରି ୧୦ ଜଣ ବାଙ୍ଗଲାଦେଶୀଙ୍କୁ ଗିରଫ କରିଛି । ନାରାୟଣଗାଁଓରେ କିଛି ବାଙ୍ଗଲାଦେଶୀ ଅନୁପ୍ରବେଶକାରୀ ଲୁଚି ରହିଥିବା ନେଇ ଏଟିଏସକୁ ଖବର ମିଳିଥିଲା । ସୂଚନାକୁ ଭିତି କରି ଏଟିଏସ ଟିମ୍ ଏମାନଙ୍କ ବାବଦରେ ଗୋପନରେ ଛାନଭିନ୍ କରୁଥିଲା । ସମସ୍ତ ସୂଚନା ମିଳିବା ପରେ ଏଟିଏସ ଟିମ୍ ଗୁରୁବାର ନାରାୟଣଗାଁଓରେ ଚଢ଼ଉ କରି ଏହି ୧୦ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତ ମାନଙ୍କୁ ପଚରା ଉଚୁରା ଜାରି ରହିଛି ।
Related Stories
November 23, 2024