ଭୁବନେଶ୍ୱର– ବୁଲା କୁକୁର କାମୁଡ଼ାରେ ୪ ବର୍ଷର ଶିଶୁ ମୃତ୍ୟୁ ମାମଲା। ମୃତକଙ୍କ ପରିବାରକୁ 10 ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । 2016 ମସିହା ପୁରୀ ଜିଲ୍ଲା କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ଜଗନ୍ନାଥ କଲୋନୀରେ ଘଟିଥିଲା ଘଟଣା। ଯାହାକୁ ନେଇ ଉଚ୍ଚ ନ୍ୟାୟାଳୟ ଉଦବେଗ ପ୍ରକାଶ କରିବା ସହ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
Related Stories
November 27, 2024
November 27, 2024