ଭୁବନେଶ୍ୱର– ବାଲିଯାତ୍ରାରେ ଦୁର୍ନୀତି ହୋଇନି ବୋଲି କହିଛନ୍ତି ସିଏମସି କମିଶନର । ସିଏମ୍ସି କମିଶନର ନିଖିଲ ପୱନ କଲ୍ୟାଣ କହିଛନ୍ତି ବାଲିଯାତ୍ରା ପାଇଁ କୌଣସି ଟଙ୍କା ଦିଆଯାଇନି, ଟେଣ୍ଡର ପ୍ରକ୍ରିୟା ସଠିକ୍ ଢଙ୍ଗରେ ହୋଇଛି । କାମ ନେଇଥିବା ସଂସ୍ଥା ଠିକ୍ ଢଙ୍ଗରେ କରି ନଥିବା ଅଭିଯୋଗ ହୋଇଛି । ଏଥିଲାଗି ଯାଂଚ ପାଇଁ କମିଟି ଗଠନ କରାଯାଇଛି, କାର୍ଯ୍ୟାନୁଷ୍ଠାନ ହେବ । ଟେଣ୍ଡର ଅନୁସାରେ କାମ କରି ନଥିଲେ ସଂସ୍ଥା କଳା ତାଲିକାଭୁକ୍ତ ହେବ ବୋଲି କହିଛନ୍ତି ସିଏମସି କମିଶନର ।
Related Stories
November 21, 2024
November 21, 2024