ଭୁବନେଶ୍ୱର– ପାରିବାରିକ କଳହରୁ ବାପା ଉପରକୁ ଗରମ ପାଣି ଫିଙ୍ଗି ଗୋଟିଏ ଆଖି ନଷ୍ଟ କରିଦେଇଛି ନୃଶଂସ ଝିଅ । ଏଭଳି ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରର ଭରତପୁର ବସ୍ତିରେ । ଭରତପୁର ପୋଲିସ ଅଭିଯୁକ୍ତ ଝିଅ ଭାଗ୍ୟଲକ୍ଷ୍ମୀ ସାସମଲକୁ ଡାକି ପଚରାଉଚରା କରୁଛି । ଆହତ ରମେଶ ସାସମଲଙ୍କ ଅବସ୍ଥା ଗୁରୁତର ରହିଛି । ରମେଶଙ୍କ ବାମପଟ ଆଖି ସମ୍ପୂର୍ଣ ଭାବେ ନଷ୍ଟ ହୋଇଯାଇଛି ।
Related Stories
November 27, 2024
November 27, 2024