
ଭୁବନେଶ୍ୱର, ପୂର୍ବତନ ରାଷ୍ଟ୍ରପତି ତଥା ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସୋସିଆଲ ମିଡିଆ ଏକ୍ସରେ ମନମୋହନ କହିଛନ୍ତି ଯେ, ଲୋକପ୍ରିୟ ଜନନେତା, ପୂର୍ବତନ ରାଷ୍ଟ୍ରପତି, ‘ଭାରତ ରତ୍ନ’ ଶ୍ରୀ ପ୍ରଣବ ମୁଖାର୍ଜୀଙ୍କ ଜୟନ୍ତୀ ଅବସରରେ ତାଙ୍କୁ କୋଟି କୋଟି ନମନ । ରାଷ୍ଟ୍ରର ବିକାଶ ନିମନ୍ତେ ତାଙ୍କର ଅମୂଲ୍ୟ ଯୋଗଦାନ ଚିର ସ୍ମରଣୀୟ ହୋଇ ରହିବ ।