ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁଟ୍ ବର୍ଷ ୨୦୨୩-୨୪ ପାଇଁ ପ୍ୟାକେଜିଂରେ ଝୋଟର ବାଧ୍ୟତାମୂଳକ ବ୍ୟବହାର ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି । ଏହି ନିଷ୍ପତ୍ତି ଝୋଟ ଶିଳ୍ପକୁ ପୁନର୍ଜୀବିତ କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି ।
ଏହା ମଧ୍ୟ ଆମ କାରିଗର ଏବଂ କୃଷକମାନଙ୍କୁ ପ୍ରୋତ୍ସାହିତ କରିବ ବୋଲି ଶ୍ରୀ ମୋଦୀ କହିଛନ୍ତି ।
ଏ ବାବଦରେ ଅଧିକ ବିବରଣୀ ତଳେ ମିଳିପାରିବ ।
କେନ୍ଦ୍ର ମନ୍ତ୍ରୀ ଶ୍ରୀ ପୀୟୁଷ ଗୋଏଲଙ୍କ ଏକ୍ସ ପୋଷ୍ଟରେ ପ୍ରତିକ୍ରିୟା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି:
‘ଏହି ନିଷ୍ପତ୍ତି ଝୋଟ ଶିଳ୍ପକୁ ପୁନର୍ଜୀବିତ କରିବାରେ ସହାୟକ ହେବ! ଏହା ମଧ୍ୟ ଆମ କାରିଗର ଏବଂ କୃଷକମାନଙ୍କ ପାଇଁ ଏକ ପ୍ରମୁଖ ଉତ୍ସ ।’