ନୂଆଦିଲ୍ଲୀ– ଗତ 6ମାସରେ ଭାରତର 7.7 ପ୍ରତିଶତ ଜିଡିପି ବୃଦ୍ଧି ଗତ 10ବର୍ଷର ପରିବର୍ତ୍ତନକାରୀ ସୁଧାରର ପରିଣାମ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଭାରତ ଗଭୀର ଗଣତାନ୍ତ୍ରିକ ମୂଲ୍ୟ ଓ ବ୍ୟାପାର ଓ ବାଣିଜ୍ୟର ଐତିହାସିକ ପରମ୍ପରା ବିଶିଷ୍ଟ ଦେଶ । ଭାରତରେ ପ୍ରତ୍ୟେକ ନିବେଶକ ଏବଂ କମ୍ପାନୀ ପାଇଁ ସୁଯୋଗ ନିମନ୍ତେ ବିବିଧ ଶୃଙ୍ଖଳା ରହିଛି । ଗ୍ଲୋବାଲ ଥଟ୍ ଲିଡରସିପ ପ୍ଲାଟଫର୍ମ ଇନଫିନିଟି ଫୋରମର ଦ୍ୱିତୀୟ ସଂସ୍କରଣରେ ଭିସି ଜରିଆରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି ।
Related Stories
November 23, 2024