ଭୁବନେଶ୍ୱର– ଗଣିଲେ ସରୁନି । ଦେଶୀ ମଦଭାଟିରୁ ଆୟକର ବିଭାଗ ଚଢାଉ ଘଟଣା। ତୃତୀୟ ଦିନରେ ବି ଟଙ୍କା ଗଣୁଛି ଆୟକର ବିଭାଗ। ଟଙ୍କା ଗଣାରେ ୬ଟି ମେସିନ ଓ ଗୋଟିଏ ବଡ ମେସିନ ନିୟୋଜିତ ହୋଇଛି। ଭାଟି ମ୍ୟାନେଜର ରାଜେଶ ସାହୁ ଉପସ୍ଥିତରେ ଚାଲିଛି ଟଙ୍କା ଗଣା।