ନୂଆଦିଲ୍ଲୀ, ଡକ୍ଟର ବି.ଆର ଆମ୍ବେଦକରଙ୍କ ସ୍ମୃତିଚାରଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଦାଦା ସାହେବ ଡକ୍ଟର ଭି.ଆର ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସରେ ପ୍ରଣାମ । ବାବାସାହେବଙ୍କ ଜୀବନ ସମାଜର ବଞ୍ଚିତ, ଶୋଷିତ ଏବଂ ଅସୁରକ୍ଷିତ ଶ୍ରେଣୀର ସଶକ୍ତିକରଣ ପାଇଁ ଉତ୍ସର୍ଗୀକୃତ ଥିଲା। ତାଙ୍କର ଶିକ୍ଷା ଏବଂ ମୂଲ୍ୟବୋଧ ଏକ ବିକାଶ ଏବଂ ଅନ୍ତର୍ଭୁକ୍ତ ଭାରତ
Related Stories
November 23, 2024