
ଭୁବନେଶ୍ୱର, ୩ ରାଜ୍ୟରେ ବିଜେପି ଆଗୁଆ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ତା । ସେ କହିଛନ୍ତି, ଆଜିର ରେଜଲ୍ଟ ମୋଦିଙ୍କ ଉପରେ ଲୋକଙ୍କ ଭରସାକୁ ପ୍ରମାଣ କରୁଛି। ଏହି ରେଜଲ୍ଟ ପ୍ରଭାବ ଲୋକସଭା ନିର୍ବାଚନରେ ନିଶ୍ଚିତ ଭାବେ ପଡ଼ିବ ବୋଲି ବୈଜୟନ୍ତ ପଣ୍ଡା କହିଛନ୍ତି ।