ଭୁବନେଶ୍ୱର– ପଦ୍ମପୁର ପାଇକମାଲରେ ଭାରତୀୟ ଜନତା ପାର୍ଟିର ଜନ ଆକ୍ରୋଶ ସମାବେଶ । ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ କରାଯିବ ପାଇକମାଳ ବ୍ଲକ ଘେରାଉ। ଯୋଗଦେବେ ସାଂସଦ ସୁରେଶ ପୂଜାରୀ ସମେତ ବରିଷ୍ଠ ବିଜେପି ନେତା।