ଭୁବନେଶ୍ୱର– ନିଆଁ ଆଁରେ ଧାନ ଗଦା । ବର୍ଷ ଯାକ ପରିଶ୍ରମ ଅମଳ କରିଥିବା ସୁନାର ଫସଲରେ ଲାଗିଛି ନିଆଁ । ଏଭଳି ଅଘଟଣ ଘଟିଛି ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଟିପଗୁଡାରେ । ପ୍ରାୟ 16 ଏକର ଜମିରେ ଫସଲ ଅମଳ ପରେ ଏହାକୁ ଗଦା କରି ରଖିଥିଲା ଚାଷୀ । ପ୍ରାୟ 4ଶହ କ୍ୱିଣ୍ଟାଲ ଫସଲ ନିଆଁ ଲାଗି ଛାରଖାର ହୋଇଯାଇଛି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରଖିଛି । ନିଜ ଆଖି ସାମ୍ନାରେ ଝାଳବୁହା ପରିଶ୍ରମ ଝାରଖାର ହୋଇଯାଇଥିବା ଦେଖି ଚାଷୀ ଆଖିରୁ ଲୁହ ଶୁଖୁନି ।
Related Stories
November 23, 2024