
ଜୟପୁର, ସରସ୍ବତୀ ପ୍ରଶିକ୍ଷଣ ମନ୍ଦିର, ଜୟପୁର ଠାରେ “ପ୍ରାଦେଶିକ ଆଚାର୍ଯ୍ୟ ପ୍ରଶିକ୍ଷଣ (ମୌଳିକ ସ୍ମର) କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ଅବସର ପ୍ରାପ୍ତ ଵିଇଓ ସୁରେନ୍ଦ୍ର ପଟ୍ଟନାୟକ ଏହି କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ।
ଏହି ଅବସରରେ ମୁଖ୍ୟବକ୍ତା C. D. P. O ତଥା ଉପସଭାପତି ଶିକ୍ଷା ବିକାଶ ସମିତି ଗାୟତ୍ରୀ ବାହିନୀପତି କହିଥିଲେ ଯେ , ଓଡିଶା ଆଜିର ଶିକ୍ଷା, ଭାରତୀୟ ସଂସ୍କୃତି ଆଧାରିତ ହେବା ଉଚିତ ଯଦ୍ବାରା ଭାରତୀୟ ସଂସ୍କୃତି ବଞ୍ଚି ରହିବ । ଲୋକନାଥ ମିଶ୍ର ମୌଳିକ ଶିକ୍ଷା ସଂଯୋଜକ ଶିକ୍ଷା ବିକାଶ ସମିତି ଓଡ଼ିଶା ମଞ୍ଚାସୀନ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ। ସଞ୍ଜୟ କୁମାର ମିଶ୍ର ସହ ପ୍ରାନ୍ତ ଶାରିରୀକ ସଂଯୋଜକ ଆଭିମୁଖ୍ୟ ପ୍ରଦାନ କରିଥିଲେ ଏବଂ ଦକ୍ଷିଣ ସଂଭାଗ ସଂଯୋଜକ ସୁକାନ୍ତ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥଲ। ପ୍ରାନ୍ତ ନିରୀକ୍ଷକ ପ୍ରସନ୍ନ ବିଶ୍ବାଳ ଉପସ୍ଥିତ ରହି ମାର୍ଗଦର୍ଶନ କରିଥିଲ ।