ନୂଆଦିଲ୍ଲୀ, ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଚାଲିଛି ମତଦାନ । ଏହି ଅବସରରେ ସମସ୍ତଙ୍କୁ ଭୋଟ୍ ଦେବାକୁ ନିବେଦନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଚାଲିଛି ମତଦାନ । ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହୋଇ ରେକର୍ଡ ପରିମାଣର ମତଦାନ କରିବାକୁ ତେଲେଙ୍ଗାନାର ଭାଇ ଭଉଣୀଙ୍କୁ ନିବେଦନ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ତେଲେଙ୍ଗାନାର ବିକାଶ ପାଇଁ ଦୁର୍ନୀତି ମୁକ୍ତ ଏବଂ ଗରିବଙ୍କ ସମର୍ଥକ ସରକାରକୁ ଭୋଟ ଦେବାକୁ କହିଛନ୍ତି ଧର୍ମେନ୍ଦ୍ର ।
Related Stories
November 23, 2024