ନୂଆଦିଲ୍ଲୀ, ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଆଜି ଜାରି ରହିଛି ମତଦାନ । ଏହି ଅବସରରେ ତେଲେଙ୍ଗାନାବାସୀଙ୍କୁ ଭୋଟ ଦେବାକୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋସିଆଲ ମିଡିଆ ଏକ୍ସରେ ପିଏମ ମୋଦି କହିଛନ୍ତି ଯେ, ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହୋଇ ରେକର୍ଡ ପରିମାଣର ମତଦାନ କରିବାକୁ ତେଲେଙ୍ଗାନାର ଭାଇ ଓ ଭଉଣୀମାନଙ୍କୁ ଅନୁରୋଧ କରୁଛି । ବିଶେଷ କରି ଯୁବ ଓ ପ୍ରଥମ କରି ଭୋଟ ଦେଉଥିବା ଭୋଟରଙ୍କୁ ଭୋଟ ଦେବକୁ ଅପିଲ କରୁଛନ୍ତି ।
Related Stories
November 23, 2024