ନୂଆଦିଲ୍ଲୀ, ସ୍ପେନର ପ୍ରଧାନମନ୍ତ୍ରୀ ଭାବେ ପୁନଃନିର୍ବାଚିତ ହୋଇଥିବା ପେଡ୍ରୋ ସାନଚେଜଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:
‘ସ୍ପେନର ପ୍ରଧାନମନ୍ତ୍ରୀ ଭାବେ ପୁନଃନିର୍ବାଚିତ ହୋଇଥିବା ପେଡ୍ରୋ ସାନଚେଜଙ୍କୁ ହାର୍ଦ୍ଦିକ ଅଭିନନ୍ଦନ । ଭାରତ-ସ୍ପେନ୍ ସମ୍ପର୍କକୁ ଆହୁରି ମଜଭୁତ କରିବା, ଏକ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଆମ ବନ୍ଧୁତା ଏବଂ ସହଯୋଗ ବଢ଼ାଇବାକୁ ଆଶା ରଖିଛି ।’