ପୁରୀ– ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ କହିଛନ୍ତି, ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ପରିଚାଳନା କମିଟିରେ ନିଷ୍ପତି ହୋଇଛି । କାର୍ତିକ ପୂର୍ଣ୍ଣିମା ପରେ ଲେଜର ସ୍କାନିଂ କରାଯିବ । ତା ପରେ ରତ୍ନଭଣ୍ଡାର ବାହାର ପାର୍ଶ୍ବ ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବାଦେବୀ ମନ୍ଦିର ସବୁ ଲେଜର୍ ସ୍କାନିଂ କରାଯିବ । ୨୮ ତାରିଖରେ ସ୍କାନିଂ ଆରମ୍ଭ ହେବ । ରିପୋର୍ଟ ଆସିବା ପରେ ପରିଚାଳନା କମିଟିରେ ଆଲୋଚନା କରି ଚୂଡ଼ାନ୍ତ କରାଯିବ ବୋଲି କହିଛନ୍ତି ପରିଚାଳନା କମିଟିର ସଦସ୍ୟ ।
Related Stories
November 22, 2024