ମାଲକାନଗିରି ମହାବିଦ୍ୟାଳୟର ପୂର୍ବତନ ପ୍ରଧ୍ୟାପକଙ୍କ ବିୟୋଗରେ ଶୋକସଭା

ମାଲକାନଗିରି, ମାଲକାନଗିରି ମହାବିଦ୍ୟାଳୟର ପୂର୍ବତନ ପ୍ରଧ୍ୟାପକ ଶିବାନନ୍ଦ ବେଉରାଙ୍କର ଗତକାଲି ରାତ୍ର ୯ଟା ସମୟରେ ଭୁବନେଶ୍ଵର ସ୍ଥିତ କ୍ୟାପିଟାଲ ହସ୍ପିଟାଲଠାରେ ହୃଦଘାତରେ ପରଲୋକ ଘଟିଛି। ସେ … Continue reading ମାଲକାନଗିରି ମହାବିଦ୍ୟାଳୟର ପୂର୍ବତନ ପ୍ରଧ୍ୟାପକଙ୍କ ବିୟୋଗରେ ଶୋକସଭା