ଭୁବନେଶ୍ୱର, ସଙ୍କଟରେ ଗଜରାଜ । କେନ୍ଦୁଝର ତେଲକୋଇରୁ ଦନ୍ତାହାତୀର ମୃତଦେହ ଠାବ ହୋଇଛି । ଗୋଳାବନ୍ଧ ସେକ୍ସନ ସଲେଇକେନା ପଞ୍ଚାୟତ ଭାଡିମରା ଜୁଆଙ୍ଗ ସାହିରୁ ହାତୀଟିର ମୃତଦେହ ଉଦ୍ଧାର ହୋଇଛି । ଦନ୍ତା ଦନ୍ତା ମଧ୍ୟରେ ସଂଘର୍ଷ ଯୋଗୁ ହାତୀଟିର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।