ଭୁବନେଶ୍ୱର, କେନ୍ଦୁଝର ଚମ୍ପୁଆ ଅବକାରୀ ରେଞ୍ଜ ପକ୍ଷରୁ ମଦ ଭାଟି ଉପରେ ଚଢାଉ କରାଯାଇଛି । ବନ୍ଧୁଆବେଡାଠାରେ ବେଆଇନ ଭାବେ ଚାଲିଥିଲା ମଦ ଭାଟି । ତେବେ ଅବକାରୀ ବିଭାଗ ଚଢାଉ କରି ବିପୁଳ ପରିମାଣର ପୋଚ ନଷ୍ଟ କରିବା ସହ 60ଟି 2ଶହ ଲିଟର ଡ୍ରମ ଜବତ କରିଛି ।
Related Stories
September 19, 2024
September 19, 2024