ଭୁବନେଶ୍ୱର, ଫିଲ୍ମ ପୋଷ୍ଟର ଚିରିବା ପ୍ରତିବାଦରେ ଧାରଣାରେ ବସିବେ ପ୍ରଥା ଫିଲ୍ମ ର ପ୍ରାଯୋଜିକା ସନଲିସା । ସନଲିସା କହିଛନ୍ତି ଆସନ୍ତା ୨୩ ତାରିଖରୁ ନ୍ୟାୟ ପାଇଁ ସେ ବିଧାନସଭା ସାମ୍ନାରେ ଧାରଣାରେ ବସିବେ । ପଶ୍ଚିମ ଓଡ଼ିଶା ଫିଲ୍ମ ବିବାଦ ଯୋଗୁଁ ଯେଉଁ ଫିଲ୍ମ୍ ନିର୍ମାତାମାନଙ୍କ କ୍ଷତି ହୋଇଛି ସେମାନେ ତାଙ୍କ ସହ ପ୍ରତିବାଦରେ ସାମିଲ ହୋଇପାରିବେ । ଏହି ପୋଷ୍ଟର ଚିରା ଘଟଣା ସମ୍ପର୍କରେ ପ୍ରଯୋଜକ ସଂଘ ପୋଲିସ ଡିଜି ଓ ଏସପିଙ୍କୁ ଚିଠି ଲେଖୁ ବୋଲି ସେ ଅନୁରୋଧ କରିଛନ୍ତି ।
Related Stories
November 23, 2024