ଭୁବନେଶ୍ୱର, ପାୱାରହାଉସ୍ ରେଞ୍ଜରୋଭର ଗାଡି ଦୁର୍ଘଟଣାରେ ଯୁବତୀଙ୍କ ମୃତ୍ୟୁ ପ୍ରସଙ୍ଗ ନେଇ ପ୍ରତିକ୍ରିୟା ରଖିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ସେ କହିଛନ୍ତି ଯେ ମାମଲାରେ ସବୁ ଅଭିଯୋଗ ଦିଗରେ ତଦନ୍ତ ହେବ । କିଛି ରାଜନୈତିକ ଦଳ ମଧ୍ୟ ମତେ ଆସି ଏ ଘଟଣା ନେଇ ଦାବୀ ପତ୍ର ଦେଇଛନ୍ତି । ସମସ୍ତଙ୍କ ଅଭିଯୋଗକୁ ବିଚାର କରିବୁ । ଗାଡିର ନମ୍ବର ବଦଳିବା ଏକ ଭୁଲ ଥିଲା ବୋଲି ପ୍ରେସ ନୋଟ ମାଧ୍ୟମରେ କୁହାଯାଇଛି ।
Related Stories
November 23, 2024