ଭୁବନେଶ୍ୱର– ଭୁବନେଶ୍ୱରରେ ୩ ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା ମାମଲା ଜାତୀୟ ମାନବାଧିକାର କମିଶନରେ ପହଂଚିଛି । ମୃତ ଶିଶୁର ପରିବାରକୁ ୫୦ ଲକ୍ଷ କ୍ଷତିପୂରଣ ଦେବାକୁ ଆବେଦନ କରାଯାଇଛି । ଏଥିରେ ପୋଲିସ ଡିଜି , ଗୃହ ସଚିବ, ଶିଶୁ କମିଶନର ଓ ପୋଲିସ କମିଶନରଙ୍କୁ ପକ୍ଷଭୁକ୍ତ କରାଯାଇଛି । ଗତକାଲି ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅନ୍ତର୍ଗତ କେଳା ବସ୍ତିରେ ୩ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା । ଅଭିଯୁକ୍ତ ଯୁବକ ଫେରାର ହୋଇଯାଇଥିବା ବେଳେ ପୋଲିସ୍ ର ସ୍ପେଶାଲ ସ୍କ୍ୱାର୍ଡ ଉଦ୍ୟମ ଜାରି ରଖିଛି ।
Related Stories
November 23, 2024