
ନୂଆଦିଲ୍ଲୀ, ଦିଲ୍ଲୀ ସରକାରଙ୍କ ୮୦ ହଜାର କର୍ମଚାରୀଙ୍କୁ ଦୀପାବଳୀରେ ମିଳିବ ବୋନସ୍ । ପ୍ରତ୍ୟେକ କର୍ମଚାରୀଙ୍କୁ ମିଳିବ ୭ ହଜାର ଟଙ୍କା ବୋନସ୍ ।
ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସୋମବାର ଏହି ଘୋଷଣା କରି କହିଥିଲେ ଯେ, ଦିଲ୍ଲୀ ସରକାର ସମସ୍ତ ଗୃପ ବି ନନ୍ ଗଜେଟେଡ୍ ଏବଂ ଗୃପ୍ ସି ର କର୍ମଚାରୀଙ୍କୁ ଦୀପାବଳୀରେ ବୋନସ୍ ଦେବ ।