ଭୁବନେଶ୍ୱର, ଆର୍କିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ (ଏଏସଆଇ) କୁ ରିପୋର୍ଟ ତଲବ କରିଛନ୍ତି ଓଡିଶା ହାଇକୋର୍ଟ । ଶ୍ରୀମନ୍ଦିର ଜଗମୋହନ ଓ ରତ୍ନଭଣ୍ଡାର ମରାମତି ମାମଲାରେ ଏଏସଆଇକୁ ବିସ୍ତୃତ ବିବରଣୀ ମାଗିଛନ୍ତି ହାଇକୋର୍ଟ । ୨୦୧୭ରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଜଣାଇବାକୁ ନିର୍ଦ୍ଦେଶ
ଦିଆଯାଇଛି । ଆସନ୍ତା ୮ ତାରିଖରେ ମାମଲାର ପରବର୍ତୀ ଶୁଣାଣି ହେବ ।