
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ପୂର୍ବତନ ବାଚସ୍ପତି ଶ୍ରୀଯୁକ୍ତ ମହେଶ୍ଵର ମହାନ୍ତିଙ୍କ ଆଶୁ ଆରୋଗ୍ୟ କାମନା କରି ବିଜୁ ଜନତା ଦଳ, ପୁରୀ ତରଫରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଛି। ଏହି ଅବସରରେ ସବ୍ୟସାଚୀ ମହାପାତ୍ର, ସୁରେନ୍ଦ୍ର ନାଥ ଦାଶ, କୃଷ୍ଣଚନ୍ଦ୍ର ପଣ୍ଡା, ବିଶ୍ଵନାଥ ରାଓ, ଶ୍ରୀପ୍ରକାଶ ମିଶ୍ର, ବିଜୟ ମିଶ୍ର, ରବିନାରାୟଣ ସାମନ୍ତରାୟ, ଭକ୍ତ ଚରଣ ଦାସ, ଶାନ୍ତିଲତା ପ୍ରଧାନ, ରାମଚନ୍ଦ୍ର ସିଂହାରୀ, ଗୁଣଧର ଦାସମହାପାତ୍ର,ବିରେନ୍ଦ୍ର ଭୂଷଣ ହୋତା, ପ୍ରଦୀପ ନାୟକ, ବଳରାମ ରେଡ୍ଡୀ, ରମେଶ ନାରାୟଣ ପ୍ରହରାଜ, ରଞ୍ଜିତା ମହାନ୍ତି, ଶକ୍ତି ରଥ, ସରସ୍ଵତୀ ସାହୁ, ବାପିନି ଶତପଥୀ, ମାଣ୍ଡି ମହାପାତ୍ର, ଦେବରାଜ ସାହୁ, ନୃସିଂହ ପ୍ରସାଦ ସାହୁ, ପ୍ରଶାନ୍ତ ସାହୁ, ହରିନାରାୟଣ ଖୁଣ୍ଟିଆ ,ବିଭୂତି ଭୂଷଣ ସେଠୀ, ସୁମନ୍ତ ସାହୁ, ରବୀନ୍ଦ୍ରନାଥ ପଣ୍ଡା,ବାବୁଲା ପ୍ରସାଦ, ସରୋଜ ନାୟକ,ପ୍ରୀତମ ଜଗଦେବ, ସୁଚିଶ୍ମିତା ସାହୁ, ହୃଷିକେଶ ମହାପାତ୍ର, ବିଜୟ କୃଷ୍ଣ ବ୍ରହ୍ମା , ଲୋକନାଥ ମହାପାତ୍ର, ବସନ୍ତ ପ୍ରଧାନ, ମାର୍କ ପ୍ରସାଦ, ଅଶୋକ ମଲ୍ଲିକ, ଆଲୋକ ମହାରଣା, ନାରାୟଣ ପ୍ରସାଦ ସିଂ, ଶିବ ରଣା,ସୁଧାଂଶୁ ଶେଖର ମହାନ୍ତି, ରବୀନ୍ଦ୍ର ବିଶୋଇ, ଓଡ଼ି କ୍ରିଷ୍ଣା ରାଓ ଙ୍କ ସମେତ ଶତାଧିକ ବିଜେଡି କର୍ମୀ ଉପସ୍ଥିତ ଥିଲେ।