ପାଳନପୁର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଦୁଇଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି । ଆଜି ପୂର୍ବାହ୍ନ 10.30ରେ ଅହମଦାବାଦ ଏୟାରପୋର୍ଟରେ ପହଞ୍ଚିବା ପରେ ସେ ସିଧା ବନାସକାନଠା ଜିଲ୍ଲାର ଶକ୍ତିପୀଠ ଅମ୍ବାଜୀ ମନ୍ଦିର ଯାଇଥିଲେ । ଏଠାରେ ସେ ପ୍ରସିଦ୍ଧ ଅମ୍ବା ଦେବୀଙ୍କ ପୂଜାର୍ଚ୍ଚନା କରିଥିଲେ । ସ୍ଥାନୀୟ ଲୋକେ ରାସ୍ତାର ଦୁଇ ପାର୍ଶ୍ୱରେ ଠିଆ ହୋଇ ମୋଦିଙ୍କ ସ୍ୱାଗତ କରିଥିଲେ ।
ଅମ୍ବା ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ପିଏମ ମୋଦି ମେହସାଣାର ଡଭୋଦା ଗାଁ ଯାଇଥିଲେ ।