ବଲାଙ୍ଗୀର, ଆଗଲପୁର ବ୍ଲକର ବକଟି ଗ୍ରାମ ପଞ୍ଚାୟତର ବଡ ଖଲିଆପାଲି ଗ୍ରାମର ଦାଦନ ଶ୍ରମିକ ପ୍ରଦୀପ କୁମ୍ଭାର (୩୬)ଙ୍କ ତାମିଲନାଡୁ ଠାରେ ମୃତ୍ୟୁ ହୋଇଛି। ରାଜ୍ୟ ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି, କିନ୍ତୁ ପ୍ରକୃତରେ ପ୍ରକୃତ ହିତାଧିକାରୀମାନଙ୍କ ପାଖକୁ ଯୋଜନା ପହଞ୍ଚି ପରୁନାହିଁ, ଯାହାକି ଦାଦନ ଶ୍ରମିକ ପ୍ରଦୀପ ଏକ ଜ୍ଵଳନ୍ତ ଉଦାହରଣ।
ଏଠାରେ ସୂଚନାଯୋଗ୍ୟ ଯେ, ପ୍ରଦୀପ ଥୋଥି ଜିଲ୍ଲା ତାଳମୁତି ନଗର ରୋଷନ୍ ପ୍ଲାଷ୍ଟର ଅଫ ପ୍ୟାରିସ କମ୍ପାନୀରେ କାମ କରୁଥିଲେ।