ଭୁବନେଶ୍ୱର, ବର୍ଷାରେ ଭିଜିପାରେ ଦଶହରା । ଆସନ୍ତା ୨୦ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି । ଏବେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ଅଛି । କ୍ରମେ ଏହା ଉତର ଓ ଉତର-ପଶ୍ଚିମ ଦିଗକୁ ଗତି କରିବ । ଦଶହରା ପୂର୍ବରୁ ଲଘୁଚାପ ଘନୀଭୁତ ହେବାର ସମ୍ଭାବନା ରହିଛି । ଏହି ଲଘୁଚାପ ଯୋଗୁଁ ଏବର୍ଷ ଦଶହରା ବର୍ଷାରେ ଭିଜିବା ଆଶଙ୍କା ରହିଛି ।
Related Stories
November 23, 2024