ଭୁବନେଶ୍ୱର,ତାଳସାରୀ ବେଳାଭୂମିରେ ୧୩ ଫୁଟର କୁମ୍ଭୀର ଦେଖିବାକୁ ମିଳିଛି । ବେଳାଭୂମିରେ କୁମ୍ଭୀର ଦେଖି ଆତଙ୍କିତ ହୋଇପଡିଛନ୍ତି ଲୋକେ। ମତ୍ସ୍ୟଜୀବୀ ସକାଳୁ ସକାଳୁ ମାଛ ଧରିବା ପାଇଁ ଯିବା ବେଳେ କୁମ୍ଭୀରକୁ ଦେଖିଥିଲେ । ଏହାପରେ ଖବର ପାଇ ଉଦୟପୁର ବନ ବିଭାଗର ୧୩ ଜଣିଆ ଟିମ ବେଳାଭୂମିରେ ପହଞ୍ଚିଛନ୍ତି । କୁମ୍ଭୀରକୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି । କୁମ୍ଭୀରର ଲମ୍ବ ୧୩ଫୁଟ ବୋଲି ଅନୁମାନ କରିଛି ବନ ବିଭାଗ ।
Related Stories
December 21, 2024