ଭୁବନେଶ୍ୱର, ଏସଟିଏଫ୍ ହାତରେ ଧରାପଡିଛି ଜଣେ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ । ଦୀର୍ଘ ଦିନ ଧରି ଫେରାର ଥିବା ମାଫିଆ ଶରତ ଦେକୁ ଗିରଫ କରି କୋର୍ଟ ଚାଲାଣ କରିଛି ଏସଟିଏଫ୍ । ୪୩ କ୍ୱିଂଟାଲ ଗଞ୍ଜେଇ ଜବତ ଘଟଣାରେ ତାକୁ ଗିରଫ କରାଯାଇଛି । ଶରତ ଠାରୁ ୧ଲକ୍ଷ ୨୫ ହଜାର ଟଙ୍କା ଜବତ କରାଯାଇଛି । ଶରତ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାରରେ ମୋଷ୍ଟୱାେଂଟଡ ଥିଲା । ଗତ ଅଗଷ୍ଟ ୨୦ରେ ଗଜପତିରୁ ୪୩ କ୍ୱିଂଟାଲ ଗେଂଜଇ ଜବତ ହୋଇଥିଲା ତେବେ ଶରତ ଫେରାର ଥିଲା ।
Related Stories
December 22, 2024