
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଅନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ଅବସରରେ ରୁଚିକା ସମାଜ ମଙ୍ଗଳ ସଂଗଠନ ଓ (କୈଳାଶ ସତ୍ୟର୍ଥୀ ଶିଶୁ କଲ୍ୟାଣ ସଂଗଠନ) ର ମିଳିତ ସମର୍ଥନ ରେ ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ସମର୍ଥ ବର୍ମା, ପୁରୀ ଆରକ୍ଷୀ ଅଧ୍ୟକ୍ଷକ ଡଃ କନୱାର ଵିଶାଲ ସିଂ, ଉପଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଜିଲ୍ଲା ଶିଶୁ ସୁରକ୍ଷ୍ୟା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ଶିଶୁ ମଙ୍ଗଳ କମିଟ ର ଅଧ୍ୟକ୍ଷ ଅଜିତ କୁମାର ମହାପାତ୍ର, DALSA ସମ୍ପାଦକ ଶ୍ରୀଯୁକ୍ତ ଅମିତ କୁମାର ବାରିକ ପ୍ରମୁଖ କାର୍ଯ୍ୟକ୍ରମକୁ ହୃଦୟରୁ ସ୍ୱାଗତ ଯୋଗ୍ୟ କରିଥିଲେ | ବାଲ୍ୟ ବିବାହରୁ ବର୍ତ୍ତିଥିବା ଜଣେ ମହିଳା ଝରଣା ନାୟକ, ନିମାପଡା, ପୁରୀ ଯୋଗ ଦେଇ ସେ କିପରି ବାଲ୍ୟ ବିବାହରୁ ବର୍ତୀ ଯାଇଥିଲେ ସେ ଅନୁଭୂତି ସୁନ୍ଦର ବାଖ୍ୟା କରିଥିଲେ |ଏହି କାର୍ଯ୍ୟକ୍ରମ କର୍ମରେ 10ଜଣ ଶିଶୁ କନ୍ୟା ଯୋଗ ଦେଇ ସମସ୍ତ ଅଧିକାରୀ ଙ୍କ ହାତରେ ରାଖି ବାନ୍ଧି ସ୍ମାରକ ପତ୍ର ପ୍ରଦାନ କରିଥିଲେ l ADM, DCPO ଓ ଝରଣା ନାୟକ ” WHEN CHILDREN HAVE CHILDREN ନାମକ ଏକ ପୁସ୍ତକ ଉନ୍ମୋଚନ କରିଥିଲେ |ଏତଦ ବ୍ୟତୀତ ରୁଚିକା ସମାଜ ମଙ୍ଗଳ ସଂଗଠନର ପୁରୀ ଜିଲ୍ଲା ସଂଯୋଜକ ହେମନ୍ତ କୁମାର ଦାଶ ଏବଂ ରୁଚିକା ସମାଜ ମଙ୍ଗଳ ସଂଗଠନ ର ଅନ୍ୟ କର୍ମ କର୍ତା ମାନେ ଯଥା ତାଟିନି ବିଶ୍ୱାଳ, ପ୍ରିତୀ ପ୍ରଜ୍ଞା ସ୍ୱାଇଁ ମାଲିକ ଅଵେଶ, କୁନୁମୁନୁ ବେହେରା, ମଣିଦୀପା ସାହୁ, ପ୍ରଦୀପ୍ତ କୁମାର ମୁଖି, ପ୍ରମୋଦ କୁମାର ବେହେରା, ସୁପ୍ରିୟା ମହାନ୍ତି ଇତ୍ୟାଦି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ |