ନୂଆଦିଲ୍ଲୀ, ଯଦି ପ୍ରଭୁ ମୋ ଉପରେ ଆଶୀର୍ବାଦ ଆର୍ଥାତ୍ ମୋତେ ସୁସ୍ଥ ରଖନ୍ତି ତେବେ ମୁଁ ଗୁଣ୍ଡୁଚିମୂଷା ଭାବେ ସାରା ଜୀବନ ଓଡ଼ିଶା ପାଇଁ କାମ କରୁଥିବି ବୋଲି ଆଜି ଦୈନିକ ଓଡ଼ିଆ ଖବରକାଗଜ ସମ୍ବାଦର ୪୦ତମ ବାର୍ଷିକ ସମାରୋହରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ମହାତ୍ମା ଗାନ୍ଧିଜୀଙ୍କ ବିଚାରରେ ସମ୍ବାଦ ସେବା ପାଇଁ ଏବଂ ସଠିକ୍ ସମୟରେ ସମାଚାର ଜନତାଙ୍କ ପାଖରେ ପହଞ୍ଚାଇବା ପାଇଁ ବ୍ୟବହାର କରିବା ଦରକାର ବୋଲି ଏହି କାର୍ଯ୍ୟକ୍ରମରେ କହିଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର ।
Related Stories
September 19, 2024