ଗଞ୍ଜାମ,ଦିଗପହଣ୍ଡି ବ୍ଳକ ଉପନିର୍ବାଚନରେ ବିଜେଡ଼ି ବିଦ୍ରୋହୀ ଗୋଷ୍ଠୀ ପ୍ରାର୍ଥୀ ଯମୁନା ନାୟକ ବିଜୟୀ ଘୋଷିତ ହୋଇଛନ୍ତି । ନିର୍ଦ୍ଧାରିତ ସମୟରେ ଯମୁନାଙ୍କ ବ୍ୟତୀତ ଅନ୍ୟ କେହି ପ୍ରାର୍ଥୀ ପତ୍ର ଦାଖଲ କରି ନଥିବାରୁ ସେ ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ ହୋଇଛନ୍ତି ।