ଭୁବନେଶ୍ୱର,ରାଉରକେଲା ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଂଜ଼ ଓ ଏଏସଆଇ ଅଲିଶା ନରମି ଲଗୁନ ଘଟଣାର ତଦନ୍ତ କରିବ ବିଜେପିର ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ । ଏହି ଟିମ୍ ଉଭୟ ମୃତକଙ୍କ ପରିବାରକୁ ଭେଟି ଆଲୋଚନା କରିବ । ଟିମରେ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଐଶର୍ଯ୍ୟ ବିଶ୍ୱାଳ, ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, ଲତିକା ପଟ୍ଟନାୟକ, ପୂର୍ଣ୍ଣିମା କେରକେଟା, ପ୍ରମିଳା ଦାଶ ପ୍ରମୁଖ ରହିବେ ।
Related Stories
December 21, 2024