ଭୁବନେଶ୍ୱର, ସ୍କ୍ରବ ଟାଇଫସ ସମ୍ପର୍କରେ ଓଡିଶା ଆସିଥିବା କେନ୍ଦ୍ରୀୟ ମେଡିକାଲ ଟିମ ସମ୍ବଲପୁର ବୁର୍ଲା ଭୀମସାରରେ ପହଂଚିଛନ୍ତି । ଏହି କେନ୍ଦ୍ରୀୟ ଟିମ ଭୀମସାର କତୃପକ୍ଷ ଙ୍କ ସହ ସ୍କ୍ରବ ଟାଇଫସ ନେଇ ଗୁରୁତ୍ୱପୂର୍ଣ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି
ଉଲ୍ଲେଖନୀୟ ଯେ କିଛି ଦିନ ପୂର୍ବରୁ ଏହି ଟିମ ଝାରସୁଗୁଡା ଓ ବରଗଡ଼ ଜିଲ୍ଲା ପରିଦର୍ଶନ କରିଥିଲେ l ସ୍କ୍ରବ ଟାଇଫସ ସ୍ଥିତି କୁ ଦେଖି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କୁ ଚିଠି ଲେଖିଥିଲେ l