ଭୁବନେଶ୍ୱର,ପ୍ରଶ୍ନକାଳରେ ଖେଳ ଭିତିଭୂମି ସମ୍ପର୍କିତ ପ୍ରଶ୍ନ ସମ୍ପର୍କରେ ଆଲୋଚନା ବେଳେ ରାଜଗାଙ୍ଗପୁର ବିଧାୟକ ରାଜନ ଏକ୍କା ବିର୍ସା ମୁଂଡା ଷ୍ଟାଡିୟମରେ ନିମ୍ନ ମାନର କାମକୁ ନେଇ ପ୍ରଶ୍ନ ଉଠାଇବା ସହ ଦୋଷୀ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।
ସେ କହିଛନ୍ତି ଯେ ଏହି ଷ୍ଟା଼ଡିୟମରେ ନିମ୍ନ ମାନର କାମ ହୋଇଛି । ଅନେକ ମୂର୍ତି ଭାଙ୍ଗିଗଲାଣି ଯ ତେଣୁ ଏହି ନିମ୍ନ ମାନର କାମ ପାଇଁ ଦଣ୍ଡିତ କରା ଯାଇଛି ନ ନାହିଁ ବୋଲି ସେ ପ୍ରଶ୍ନ କରିଥିଲେ ।