ଭୁବନେଶ୍ୱର- ତୃଟିପୂର୍ଣ୍ଣ ମଣ୍ଡପର ତୃଟି ସଂଶୋଧନ ପାଇଁ ବିଏମସି ପକ୍ଷରୁ ମହଲତ ଦିଆଯାଇଛି । ଏହି ମହଲତ ସମୟ ମଧ୍ୟରେ ତୃଟି ସଂଶୋଧନ କରାନଗଲେ ସମ୍ପୃକ୍ତ ମଣ୍ଡପ କର୍ତୃପକ୍ଷଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ । ସଂଶୋଧନ ପାଇଁ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ମହଲତ ଦିଆଯାଇଛି । ସମୁଦାୟ ୯୪ଟି ତୃଟିପୂର୍ଣ୍ଣ ମଣ୍ଡପକୁ ଏହି ମହଲତ ଦିଆଯାଇଛି ବୋଲି ବିଏମସି ପକ୍ଷରୁ କୁହାଯାଇଛି ।
Related Stories
October 25, 2024