ବଲାଙ୍ଗିର, ସଦର ବ୍ଲକ ଚୁଡାପାଲି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଆନୁକୂଲ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଦ୍ୱାରା ବିଦ୍ୟାଳୟ ର ଅଭିଭାବକ ଛାତ୍ର ଛାତ୍ରୀ ଏବଂ କୃଷି ଓ ଉଦ୍ୟାନ କୃଷି ମିଶନ ଶକ୍ତି ସ୍ୱୟଂ ସହାୟକ ଦଳ ସ୍ୱାସ୍ଥ୍ୟ ମିଶନ ମାନଂକୁ ନେଇ ଗତକାଲି ଏକ ସଚେତନତା ସଭା ର ଆୟୋଜନ କରାଯାଇଥିଲା । ପିଲାମାନଂକର ପ୍ରତିଭା ସାମଗ୍ରୀ ବିକାଶ ଆତ୍ମ ବିଶ୍ୱାସ ବୈଜ୍ଞାନିକ ଚିନ୍ତାଧାରା ତଥା ଆତ୍ମ ନିଯୁକ୍ତି ବଢାଇ ବା ପାଇଁ , ଅଧ୍ୟାପିକା, ସୁନିତା ମିଶ୍ର,ପ୍ରଧାନ ଶିକ୍ଷକ, କୁଶଳେଶ୍ୱର ମିଶ୍ର , କୃଷି ବିଭାଗ ରଂଜିତା ସାହୁ, ଉଦ୍ୟାନ କୃଷି ଯୁଗ୍ମ ନିର୍ଦେଶକ,ପ୍ରଫୁଲ କୁମାର ଭଞ୍ଜ, ରୁପାଲୀ ଖୁଆସ, ବ୍ଲକ ଶିକ୍ଷା ଅଧିକାରୀ କୁମୁଦିନୀ ମିଶ୍ର, ଶ୍ୟାମ ବନ୍ଧୁ ମେଣ୍ଡଳୀ, ସରକାରଙ୍କର ବିଗତ କୋଡିଏ ବର୍ଷ ର କାର୍ଯ୍ୟକ୍ରମ ର ସୁଚନା ପ୍ରଦାନ କରିଥିଲେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅକ୍ଷୟ କୁମାର ଘିବେଲା ଆଲୁମିନା କମିଟି ସଭାପତି ଲୋକନାଥ କୁମୁରା ଶିକ୍ଷକ ଶିକ୍ଷୟିତ୍ରୀ ତଥା ନିମନ୍ତ୍ରିତ ଅଭିଭାବକ ମାନଙ୍କୁ ଶିକ୍ଷକ ବିଭୁ ପ୍ରସାଦ ଯାଦବ ମଞ୍ଚ ପରିଚାଳନା କରିବା ସହିତ ବିଭିନ୍ନ ବିଷୟରେ ଉତବୋଧନ ଦେଇ ସଭା କୁ ସମାପ୍ତି ଘୋଷଣା କରିଥିଲେ ।