
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ସିଦ୍ଧବକୁଳ ମଠ ପରିସରରେ ନମାଚାର୍ଯ୍ୟ ଶୀଳ ହରିଦାସ ଠାକୁର ଜୀ ଙ୍କ 490 ତମ ସ୍ମୃତି ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉପସ୍ଥିତ ରହି ପୁସ୍ତକ ଉନ୍ମୋଚନ କରିଥିଲେ |ଏହି କାର୍ଯ୍ୟକ୍ରମରେ ମଠ ର ମହନ୍ତ ଶ୍ରୀନିବାସ ଦାସଜୀ ମହାରାଜ, ମହନ୍ତ ପ୍ରେମାନନ୍ଦ ଦାସଜୀ ମହାରାଜ, ମହନ୍ତ ଶୁବଳ ଚରଣ ଦାସଜୀ ମହାରାଜ ଏବଂ ବିଶିଷ୍ଟ ଲେଖକ ବଦ୍ରି ମିଶ୍ର ମଂଚାସୀନ ଥିଲେ |